ଷୋଡ଼ଶ ମାତୃକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଷୋଡ଼ଶା+ମାତୃକା) ସମ୍ପାଦନା

ଶ୍ରାଦ୍ଧାଦି ଓ ମଙ୍ଗଳ କର୍ମରେ ପୂଜିତା ୧୬:ଟି ଦେବୀ —Sixteen Goddesses worshipped before the beginning of Ṡrādhas and other ceremonies.

[ଦ୍ରଷ୍ଟବ୍ୟ —ଏମାନେ ଲୋକମାତା ବା ଜଗତର ମାତୃରୂପା ଦୁର୍ଗା ବା ଭଗବତୀଙ୍କ କଳାଧାରିଣୀ ଏମାନଙ୍କର ନାମ; ଯଥା—ଗୌରୀ, ପଦ୍ମା, ଶଚୀ, ମେଧା, ସାବିତ୍ରୀ, ବିଜୟା, ଜୟା, ଦେବସେନା (ଷଷ୍ଠୀ), ସ୍ୱଧା, ସ୍ୱାହା, ଶାନ୍ତି, ପୁଷ୍ଟି, ଧୃତି, ତୁଷ୍ଟି, ଆତ୍ମଦେବତା ଓ କୁଳଦେବତା ଏମାନଙ୍କୁ ପ୍ରଥମେ ପୂଜା କରାଯିବା ପରେ ଶ୍ରାଦ୍ଧାଦି କାର୍ଯ୍ୟ ଆରମ୍ଭ କରାଯାଏ ୧୫:ଟି ମାତୃକାଙ୍କୁ ପୂଜା କରି ସାରି ବିଳାୟକଙ୍କୁ ପୂଜା କରିବ, ତା ପରେ ଷୋଡଶ ମାତୃକା (କୁଳଦେବତା)ଙ୍କୁ ପୂଜା କରିବ]