ଷୋଡ଼ଶୋପଚାର
ଷୋଡ଼ଶୋପଚାର
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଷୋଡ଼ଶୋପଚାର
|
ସଂସ୍କୃତ - ବିଶେଷ୍ୟ -(କର୍ମଧା)
ସମ୍ପାଦନାଦେବ ପୂଜାର ୧୬: ପ୍ରକାର ଉପକରଣ —Sixteen different ingredients of a Deity's worship.
[ଦ୍ରଷ୍ଟବ୍ୟ — ଯଥା—ଆସନ, ସ୍ୱାଗତ, ପାଦ୍ୟ, ଅଘ୍ୟ, ଆଚମନୀୟ, ମଧୁପର୍କ, ପୂନରାଗନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ମୁଖବାସ ମତାନ୍ତରେ ବନ୍ଦନ ଶକ୍ତି ପୂଜାରେ ଷୋଡଷୋପଚାର, ଯଥା—ପାଦ୍ୟ, ଅର୍ଘ୍ୟ, ଆଗମନୀୟ, ହୀନ, ବସନ, ଭୁଷଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ପୂନରାଚମବୀୟ, ସୁରା, ତାମ୍ୱୁଳ, ତର୍ପଣ ଓ ନତି (ବିଶ୍ୱକୋଷ), ପୂଜା ତଳେ ନୋଟ ଦେଖ]
=== ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ)
ସମାଗତ ଅତିଥି ବା ବନ୍ଧୁଙ୍କ ପୂଜା ବା ସମ୍ମାନର ସମୁଦାୟ ଅଙ୍ଗର ପୂର୍ଣ୍ଣତ —Completeness in the arrangements for entertaining or serving a guest or new comer.
[ଉ—କରୁଛନ୍ତି ଲୋକେ ଉପାଧି ଆଶାରେ ମନୁଷ୍ୟର ପୂଜା ଷୋଡ଼ଶୋପଚାରେ—ରାଧାନାଥ. ଦରବାର]