ଷୋଡ଼ଶୋପଚାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -(କର୍ମଧା) ସମ୍ପାଦନା

ଦେବ ପୂଜାର ୧୬: ପ୍ରକାର ଉପକରଣ —Sixteen different ingredients of a Deity's worship.

[ଦ୍ରଷ୍ଟବ୍ୟ — ଯଥା—ଆସନ, ସ୍ୱାଗତ, ପାଦ୍ୟ, ଅଘ୍ୟ, ଆଚମନୀୟ, ମଧୁପର୍କ, ପୂନରାଗନୀୟ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ମୁଖବାସ ମତାନ୍ତରେ ବନ୍ଦନ ଶକ୍ତି ପୂଜାରେ ଷୋଡଷୋପଚାର, ଯଥା—ପାଦ୍ୟ, ଅର୍ଘ୍ୟ, ଆଗମନୀୟ, ହୀନ, ବସନ, ଭୁଷଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ପୂନରାଚମବୀୟ, ସୁରା, ତାମ୍ୱୁଳ, ତର୍ପଣ ଓ ନତି (ବିଶ୍ୱକୋଷ), ପୂଜା ତଳେ ନୋଟ ଦେଖ]

=== ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ)

ସମାଗତ ଅତିଥି ବା ବନ୍ଧୁଙ୍କ ପୂଜା ବା ସମ୍ମାନର ସମୁଦାୟ ଅଙ୍ଗର ପୂର୍ଣ୍ଣତ —Completeness in the arrangements for entertaining or serving a guest or new comer.

[ଉ—କରୁଛନ୍ତି ଲୋକେ ଉପାଧି ଆଶାରେ ମନୁଷ୍ୟର ପୂଜା ଷୋଡ଼ଶୋପଚାରେ—ରାଧାନାଥ. ଦରବାର]