ଷୋଡ଼ଶାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ବହୁବ୍ରୀହି, ଷୋଡ଼ଶ+ଆର=କୋଣ ବା ଅର, ଚକର ବ୍ୟାସାର୍ଦ୍ଧ ପରି ଦଳ ଯାହାର; ବହୁବ୍ରୀହି) ସମ୍ପାଦନା

୧. ଷୋଡ଼ଶ ଦଳ ପଦ୍ମ; ୧୬: ପାଖୁଡ଼ିଆ ପଦ୍ମ; ତନ୍ତ୍ରୋକ୍ତ ଷଟ୍ଚକ୍ର ମଧ୍ୟସ୍ଥ ପଦ୍ମ —୧, A sixteen-petalled lotus said to exit inside the body.
୨. ଜଳାଶୟ ପ୍ରତିଷ୍ଠା ଉପଲକ୍ଷରେ ବେଦୀ ଉପରେ ଅଙ୍କିତ ଷୋଳପାଖୁଡ଼ିଆ ପଦ୍ମର ଚିତ୍ର ବିଶେଷ — ୨. A sixteenth-petalled figure of a lotus drawn on the alter on the occasion of the consecretion of tanks.

[ଦ୍ରଷ୍ଟବ୍ୟ —ଜଳାଶୟ ପ୍ରତିଷ୍ଠା ଉପଲକ୍ଷରେ ପଞ୍ଚବର୍ଣ୍ଣ ମୁରୁଜ (ଚୁର୍ଣ୍ଣ)ଦ୍ୱାରା ବେଦୀ ଉପରେ ଗୋଟିଏ ଛୋଟ ମଣ୍ଡଳ କାଟି ପ୍ରଥମେ ତାର ୪ ଦିଗରେ ୪ଟି ଚେପଟା ପାଖୁଡ଼ା ଆଙ୍କିବ ଓ ପ୍ରତି ପାଖୁଡ଼ା ଉପରେ ପୁଣି ୪ଟି ଲେଖାଏଁ ପାଖୁଡ଼ାର ଚିତ୍ର ଅଙ୍କିବ ଏ ଚକ୍ରରେ ୪ଟି ଦ୍ୱାର ରଖିବ ପରେ ଯଥାଯଥା ମନ୍ତ୍ର ବୋଲି ଲୋକପାଳଙ୍କୁ ଓ ଗ୍ରହମାନଙ୍କୁ ଭିନ୍ନ ଭିନ୍ନ ଦିଗରେ ବିନ୍ୟାସ କରିବ—ବିଶ୍ୱକୋଷ]

୩. ଷୋଡ଼ଶ ଅରଯୁକ୍ତ ସଂସାର ଚକ୍ର —୩. The cycle of existance having ୧୬ organs.

(ଉ—ସଂସାରଚକ୍ର ଷୋଡ଼ଶାରେ, କର୍ମେ ଭ୍ରମଇ ଅତି ଖରେ ଜଗନ୍ନାଥ. ଭାଗବତ)

[ଦ୍ରଷ୍ଟବ୍ୟ — ସଂସାର ଚକ୍ରର ଅର ୧୬: ଗୋଟି ଯଥା—ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ, ମନ ଓ ପଞ୍ଚତନ୍ତ୍ରାତ୍ର]

ସଂସ୍କୃତ - ବିଶେଷଣ - ସମ୍ପାଦନା

୧. (ବହୁବ୍ରୀହି; ଷୋଡ଼ଶ+ଆର) ଷୋଳ କୋଷବିଶିଷ୍ଟ କ୍ଷେତ୍ର —୧. Having sixteen angles.
୨. (ଷୋଡ଼ଶ+ଅର) ଷୋଳଟି ଅର ବା ବ୍ୟାସାର୍ଦ୍ଧ ଦଣ୍ଡବିଶିଷ୍ଟ (ଚକ୍ର) —୨. (a wheel) Having ୧୬ spokes.
୩. ଷୋଳ ପାଖୁଡ଼ିଆ (ପଦ୍ମ) — ୩. Sixteen-petalled (lotus).