ଷୋଡ଼ଶାବର୍ତ୍ତ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଷୋଡ଼ଶ+ଆବର୍ତ୍ତ ଯାହାର)

ସମ୍ପାଦନା
୧୬.ଟି ଆବର୍ତ୍ତ ବା ଭଉଁରୀବିଶିଷ୍ଟ — Having ୧୬ spirals.

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ଶଙ୍ଖ — Conch shell.