ଷୋଡ଼ଶାଂଘ୍ରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷୋଡ଼ଶାଙ୍ଘ୍ରି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଷୋଡ଼ଶ+ଅଂଘ୍ରି=ଚରଣ ଯାହାର) ସମ୍ପାଦନା

କର୍କଟ (ହେମଚନ୍ଦ୍ର) — Crab.

ସଂସ୍କୃତ - ବିଶେଷଣ - ସମ୍ପାଦନା

୧୬.ଟି ପଦ ବିଶିଷ୍ଟ —Having sixteen legs.