ଷୋଡ଼ଶପଚାରରେ ପୂଜା କରିବା
ଷୋଡ଼ଶପଚାରରେ ପୂଜା କରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଷୋଡ଼ଶପଚାରରେ ପୂଜା କରିବା
|
(ଷୋଡ଼ଶୋପଚାରରେ ପୂଜା ଦେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. (ଲକ୍ଷଣାର୍ଥ) (ଅତିଥି ବା ବନ୍ଧୁଙ୍କୁ ବିଶେଷ ଭାବରେ ଅର୍ଚ୍ଚନ କରିବା —୧. To entertain a person in a grand style.
- ୨. (ବ୍ୟଙ୍ଗାର୍ଥ) ଅତିମାତ୍ରାରେ ଶୋଧିବା —୨. To give a person a sound shower of rebuke.