ଷୋଡ଼ଶପଚାରରେ ପୂଜା କରିବା

ଷୋଡ଼ଶପଚାରରେ ପୂଜା କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଷୋଡ଼ଶୋପଚାରରେ ପୂଜା ଦେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ଲକ୍ଷଣାର୍ଥ) (ଅତିଥି ବା ବନ୍ଧୁଙ୍କୁ ବିଶେଷ ଭାବରେ ଅର୍ଚ୍ଚନ କରିବା —୧. To entertain a person in a grand style.
୨. (ବ୍ୟଙ୍ଗାର୍ଥ) ଅତିମାତ୍ରାରେ ଶୋଧିବା —୨. To give a person a sound shower of rebuke.