ଷୋଡ଼ନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - [ଷଷ୍+ଦତ୍ (ଦନ୍ତଶବ୍ଦଜ)=ଷୋ଼ଡ଼ ତ ଶବ୍ଦ ୧ମା. ୧ବ] ସମ୍ପାଦନା

ଷଡ୍ଦନ୍ତ ଯୁକ୍ତ ବୃଷ; ଯେଉଁ ବଳଦ ବା ଷଣ୍ଢ ୬ଟା ଦାନ୍ତିଛି —A bull or bullock which has already grown ୬ teeth.

[ଦ୍ରଷ୍ଟବ୍ୟ —ବଳଦଙ୍କ ଦୁଇ ପାଟିରେ କଳ ଦାନ୍ତ ଅଛି କିନ୍ତୁ ସେ ଦାନ୍ତମାନ ବାହାରରୁ ଦେଖାଯାଏ ନାହିଁ ଉପର ପାଟିରେ ଛାମୁ ଦାନ୍ତ ନାହିଁ କେବଳ ତଳ ପାଟିରେ ସାମନାରେ ଥିବା ୮ଟା ଦାନ୍ତ ଦେଖାଯାଏ ବାଛୁରୀ କ୍ରମଶଃ ବଢି ଗଲେ ତାହାର ତଳ— ପାଟିର ଛାମୁଦାନ୍ତ ଗଜରେ ଯେଉଁ ବାଛୁରୀର ୨ଟା ଦାନ୍ତ ବାହାରି ଥାଏ ତାହାକୁ ଦାମୁଡ଼ି କହନ୍ତି ଓ କ୍ରମଶଃ ୬ଟା ଦାନ୍ତ ବାହାରିଲାବେଳକୁ ସେ ସମ୍ପୂର୍ଣ୍ଣ ରୂପେ ଦାମୁଡ଼ି ହୁଏ ଓ ୮ଟା ଦାନ୍ତ ଦାନ୍ତିଲାବେଳକୁ, ଅର୍ଥାତ୍ ଦାଢି ପାଇଲାବେଳକୁ, ତାକୁ ବଳଦ କହନ୍ତି ଛଅଟା ଦାନ୍ତ ଦାନ୍ତିଥିବା ଦାମୁଡ଼ିକୁ ମଣ କରାଇ ତାକୁ ଶଗଡ଼ ହଳ ଆଦିରେ ଲଗାଇବାର ଉପଯୁକ୍ତ କରାଯାଏ]