ଷାଣ୍ମାସିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଷଣ୍ମାସ+ଭବାର୍ଥେ ଇକ) ସମ୍ପାଦନା

୧. ଯାହା ଛଅ ମାସରେ ଥରେ ଘଟେ (ଯଥା—ପରୀକ୍ଷା) ୧. (a examination) Half-yearly; happening or taking place once in every six months.
୨. ଛଅ ମାସ ସମ୍ୱନ୍ଧୀୟ —୨. Relating to six months.
୩. ଛଅମାସରେ ଥରେ ଦେୟ — ୩. Payable once in six months.
୪. ଛଅ ମାସ ଅନ୍ତରରେ କର୍ତ୍ତବ୍ୟ (ଶ୍ରାଦ୍ଧାଦି) —୪. (Ceremonies) Perfomable at intervals of ୬ months.
୫. ପ୍ରତି ୬ ମାସରେ ଥରେ ପ୍ରକାଶିତ — ୫. (reports; periodicals) Published six monthly.