ଷାଠିଏ କାହାଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଅର୍ଥାତ୍ ଷାଠିଏ କାହାଣ ପରିମିତ କଉଡ଼ି; ପୂର୍ବେ ଟଙ୍କା ପଇସା ପରି କଉଡ଼ି ବ୍ୟବହୃତ ହେଉଥିବାରୁ) ସମ୍ପାଦନା

ବହୁତ ଧନ —A large sum of money.

[ଉ—ଷାଠିଏ କାହାଣ ତଣ୍ଡକୁ ଅଛି, ହରି ଭଗତିକି କଡ଼ାଏ ନାହିଁ ଢଗ]