ଷାଠିଏ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ) (ସଂସ୍କୃତ - ଷଷ୍ଟି) ସମ୍ପାଦନା

ଷଷ୍ଟି; ଛଅ ଗୁଣିତ ଦଶ —Sixty.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଷାଠିଏ ମାତ୍ର ବସ୍ତୁ — Sixty only.

[ଯଥା—କଳି କାଳରେ ସାଧାରଣତଃ ମନୁଷ୍ୟର ଷାଠିଏ ପରମାୟୁ]

ଦେଶଜ - ବିଶେଷଣ - ସମ୍ପାଦନା

ବହୁସଂଖ୍ୟକ —Numbering many.

[ଉ—ଷାଠିଏ ଘରୁ ଚକୁଳି ଖାଇ ପଦୀ ଗରୁଘର; ମିଛ—ଢଗ,]