ଷଷ୍ଠ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷଷ୍ଠକ—ଅନ୍ୟରୂପ)

[ଷଷ୍ଠୀ, ଷଷ୍ଠୀକା—ସ୍ତ୍ରୀ]
  • (file)
  • (file)

ସଂସ୍କୃତ - ବିଶେଷଣ - (ଷଷ୍=୬+ପୂରଣାର୍ଥେ ଥ, 'ଥ' ସ୍ଥାନରେ ସନ୍ଧିରେ 'ଠ' ହୁଏ) ସମ୍ପାଦନା

ଛଅ ସଂଖ୍ୟାର ପୂରକ —Sixth.

[ଦ୍ରଷ୍ଟବ୍ୟ —ଏହାର ସଂକ୍ଷିପ୍ତ ଆକାର '୬ଷ୍ଠ']