ଷଷ୍ଟିକାନ୍ନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଷଷ୍ଟିକ ଧାନ୍ୟର ଚାଉଳରୁ ପକ୍ୱ ଅନ୍ନ — Boiled rice from Shashṭika paddy.

[ଦ୍ରଷ୍ଟବ୍ୟ —ଏହା ଅଗ୍ନିବର୍ଦ୍ଧକ, ପାଚକ, ବଳ— କାରକ, ତ୍ରିଦୋଷନାଶକ ଏବଂ କଫ, ନେତ୍ରରୋଗ, କ୍ଷୟ ରୋଗ ଓ ବିଷଦୋଷରେ ପଥ୍ୟ]