ଷତ୍ୱ ବିଧି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ) ସମ୍ପାଦନା

ବ୍ୟାକରଣର ନିୟମବିଶେଷ; ଯେଉଁ ନିୟମଦ୍ୱାରା 'ସ' ସ୍ଥାନରେ 'ଷ' ହୁଏ —The rule of Sanskrit Grammar by which the dental 'S' becomes cerebral 'Sh'.

[ଦ୍ରଷ୍ଟବ୍ୟ —ଷତ୍ୱବିଧିବିଷୟରେ ଅନେକ ସୂତ୍ର ଅଛି, ସ୍ଥୂଳରେ ୩ ଗୋଟି ସୂତ୍ର ଏଠାରେ ଲେଖାଯାଉଅଛି:— ୧ ଅ, ଆ ଭିନ୍ନ ସ୍ୱର ବର୍ଣ୍ଣ, କ ଓର ପରିସ୍ଥିତ ପଦ— ମଧ୍ୟଗତ ପ୍ରତ୍ୟୟ, ଆଦେଶ, ଆରଗ ପ୍ରଭୃତିର ସକାର ଓ ବିସର୍ଗ ଜାତ 'ସ' କାରରେ 'ସ' ସ୍ଥାନରେ 'ଷ' ହୁଏ, (ଯଥା— ନି+ସିଧ୍ ଧାତୁ+ଅ=ନିଷେଧ; ନି+ସ୍ଥା ଧାତୁ+ ଉର=ନିଷ୍ଠୁର)

୨. —ଟ ଓ ଠ ପୂର୍ବରେ ଯୁକ୍ତ 'ଶ' ଓ 'ସ' 'ଷ' ହୁଏ—(ଯଥା—ପ୍ର+ବିଶ୍ ଧାତୁ+କ=ପ୍ରବିଷ୍ଟ)
୩. —ଉପସର୍ଗ, ଇ ଓ ଉକାର ପରସ୍ଥିତ 'ସ୍ଥା' ଧାତୁର 'ସ' ଓ ସୂପ ଓ ସମ୍ ଧାତୁର 'ସ' 'ଷ' ହୁଏ]