ଷଣ୍ଣନୁ
ଷଣ୍ଣନୁ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଷଟ୍+ମନୁ)
ସମ୍ପାଦନାସୃଷ୍ଟିର ଆଦ୍ୟରୁ ଏକାଦିକ୍ରମେ ରାଜତ୍ୱ କରୁଥିବା ୬ ଜଣ ମନୁ —Six successive progenitors of the mankind.
[ଦ୍ରଷ୍ଟବ୍ୟ —ସୃଷ୍ଟିର ପ୍ରତି କଳ୍ପକୁ ୧୪: ଜଣ ମନୁ ଭୋଗ କରନ୍ତି ବର୍ତ୍ତମାନ ୭ମ ମନୁ ବା ବୈବସ୍ୱତ ମନୁଙ୍କର ଅଷ୍ଟାବିଂଶ ଯୁଗର ଦଶମ ଭାଗ ଭୋଗ ହେଉଅଛି ଷଣ୍ମନ୍ୱତୀତ ତଳେ ଟୀକା ଦେଖ]