ଷଣ୍ଢ ଗୋବର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବୃଷଭୋତ୍ସୂଷ୍ଟ ଗୋମୟ —୧. Dung of a bull.
୨. (ଲକ୍ଷଣାର୍ଥ) (ଏହାଦ୍ୱାରା ଯଜ୍ଞ ଭୂମିଆଦି ଲିପିବା ନିଷିଦ୍ଧ ଥିବାରୁ) ଅବ୍ୟବହାର୍ଯ୍ୟ ପଦାର୍ଥ —୨. A useless thing.