ଷଣ୍ଡତିଲ
ଯେଉଁ ତିଳରୁ ତେଲ ବାହାରେ ନାହିଁ (ହିନ୍ଦୀ - ଶ) Sesamum seed producing no oil.
ନପୁଂସକ — A eunoch.
[ଉ—ତୁମ୍ଭଙ୍କୁ ଯାହା ଷଣ୍ଡ ତିଳ ବୋଲୁଥିଲେ, ବିରାଟ ନଗରେ ତା ସତ କରାଇଲେ— କୃଷ୍ଣସିଂହ ମହାଭାରତ ଉଦ୍ଯୋଗ]