ଷଡ୍ ଋତୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(କ୍ଷଡୃତୁ—ଅନ୍ୟରୂପ)

[ଷଡ଼ଋତୁ—ଦେଶଜ ରୂପ]

ସଂସ୍କୃତ - ବିଶେଷ୍ୟ - (ଷଟ୍+ଋତୁ) ସମ୍ପାଦନା

ବର୍ଷର ଛଅଟି ଋତୁ — The six seasons of the year.

[ଦ୍ରଷ୍ଟବ୍ୟ —ଋତୁମାନଙ୍କର ନାମ ଯଥା— ଗ୍ରୀଷ୍ମଋତୁ=ବୈଶାଖ ଓ ଜ୍ୟେଷ୍ଠ ମାସ, ବର୍ଷା ଋତୁ=ଆଷାଢ଼ ଓ ଶ୍ରାବଣ, ଶରତ୍ ଋତୁ=ଭାଦ୍ର ଓ ଆଶ୍ୱିନ, ହେମନ୍ତ ବା ହିମ ଋତୁ=କାର୍ତ୍ତିକ ଓ ମାର୍ଗଶିର, ଶିଶିର ବା ଶୀତ ଋତୁ=ପୌଷ ଓ ମାଘ, ବସନ୍ତ ଋତୁ=ଫାଲ୍ଗୁନ ଓ ଚୈତ୍ର]