ଷଡ୍ୱିନ୍ଦୁ ତୈଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • ରୋ.ଟ୍ରା. — Shaṟḍ̠-bindu t&aline;i̱ḻa
  • ଆଇ.ପି.ଏ. — mˌudʰennoʃʃˈɔ ɖˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ nˈɔ hˈʌlˈʌntɔ dˈɔ hɾˈɔʃʃoˌukaɾ tˈojl̩ˌʌ

(ଷଡ଼ବିନ୍ଦୁ ତୈଳ—ଦେଶଜ ରୂପ)

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ) ସମ୍ପାଦନା

୧. ଶିତରୋଗରେ ହିତକର କବିରାଜି ତୈଳବିଶେଷ — ୧. Name of medicated oil.

[ଦ୍ରଷ୍ଟବ୍ୟ —ଏହି ତୈଳକୁ ଲଲାଟ, ଶଙ୍ଖ ଓ ବ୍ରହ୍ମରନ୍ଧ୍ରରେ ମାଲିସ୍ ଓ ନାସିକାଦ୍ୱାରା ନସ୍ୟ ଗ୍ରହଣ କଲେ ଯାବତୀୟ ଶିରୋରୋଗ ପ୍ରଶମିତ ହୁଏ; କେଶ, ଦନ୍ତ ଦୃଢ଼ ହୁଏ, ଦୃଷ୍ଟିଶକ୍ତି ବଢ଼େ]