ଷଡ୍ୱିଧ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷଡ଼ବିଧା—ସ୍ତ୍ରୀ) 

(ଷଡ୍ୱିଧ—ଦେଶଜରୂପ)

ସଂସ୍କୃତ - ବିଶେଷଣ - (ଷଟ୍+ବିଧା=ପ୍ରକାର; ବହୁବ୍ରୀହି) ସମ୍ପାଦନା

ଛଅ ପ୍ରକାରର Of six kinds or sorts.

(ଯଥା—ରସ ଷଡ୍ୱିଧ ଓ ଗନ୍ଧ ଦ୍ୱିବିଧ ଅଟେ)