ଷଡ୍ଲବଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷଡ଼ଲବଣ—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ ସମ୍ପାଦନା

ବୈଦ୍ୟଶାସ୍ତ୍ରୋକ୍ତ ୬ ପ୍ରକାରର ଲୁଣ —Ṡix kinds of salts mentioned in the Hindu books on medicine.

[ଯଥା— ସୈନ୍ଧବ ଲବଣ —Rock salt; Ṣodi chloridum,ସାମୁଦ୍ର (କରକର ବା ପଙ୍ଗା) —Ṡea salt common salt,ବିଟ —Foetid salt. ସୌବର୍ଚ୍ଚଳ (ସଚଳ ଲବଣ) —Unaqua; Sodium chloride.ମୃତ୍ ବା ଔଷର; ସାଜିମାଟି — Carbonate of soda, କାଚ —Black salt. ବୈଦ୍ୟଶାସ୍ତ୍ରୋକ୍ତ ପଞ୍ଚ ଲବଣ ସଙ୍ଗେ 'ମୃତ' ବା ମୃତ୍ତିକା ଜାତ ଲବଣ ମିଶି ଷଡ୍ ଲବଣ ନାମରେ ବ୍ୟବହୃତ ହୁଏ]