ଷଡ୍ରାତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଷଡ୍ରାତ୍ର—ଅନ୍ୟରୂପ)

(ଷଡରାତ୍ର—ଦେଶଜରୂପ)

=== ସଂସ୍କୃତ - ବିଶେଷ୍ୟ - (ସମାହାର ଦ୍ୱିଗୁ; ଷଷ୍+ରାତ୍ରି)

୧. ୬ଟି ରାତ୍ରି ୧. Six nights.
୨. ଛଅ ଦିବାରାତ୍ରି (ବିଶ୍ୱକୋଷ) —୨. Six consecutive nights & days.

[ଦ୍ରଷ୍ଟବ୍ୟ — ପରିବାରର କୌଣସି ସ୍ତ୍ରୀଙ୍କର ଗର୍ଭସ୍ରାବ ହେଲେ ବ୍ରାହ୍ମଣ ଅହୋରାତ୍ର, କ୍ଷତ୍ରିୟ ଦିନ ତ୍ରୟ, ବୈଶ୍ୟ ଷଡ୍ରାତ୍ର ଓ ଶୂଦ୍ର ଦ୍ୱାଦଶାହ ପରେ ଶୁଦ୍ଧି ଲାଭ କରିବା ସ୍ମୃତିରେ ବିଧାନ ଅଛି]