ଷଡ଼୍ଗ୍ରନ୍ଥା
(ଷଡ୍ଗ୍ରନ୍ଥାରୁ ଲେଉଟି ଆସିଛି)
ଷଡ୍ଗ୍ରନ୍ଥା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଷଡ୍ଗ୍ରନ୍ଥା
|
ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ) ସମ୍ପାଦନା
- ୧. ଶ୍ୱେତବଚା; ବଚ —୧. Ṡwet flag; Aehorus Calamus.
- ୨. ଶଟୀ; ପାଳୁଅ —୨. A sort of Indian arrowroot.
- ୩. ଏକ ପ୍ରକାର ଗନ୍ଧଶୁଣ୍ଠି — ୩. A sort of sweet scented root.
- ୪. ମହାକରଞ୍ଜ; ବଡ କରଞ୍ଜ ଗଛ —୪. A tree; Pongamia Indica.
- ୫. କରଞ୍ଜୀ; ଗିଲ ବା ବରିପୋଲ (କଣ୍ଟକୀ ଗୁଳ୍ମ) —୫. A throny plant; Cisalpina Bonducella.