ଷଡ୍ଗ୍ରନ୍ଥା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

ସମ୍ପାଦନା
୧. ଶ୍ୱେତବଚା; ବଚ —୧. Ṡwet flag; Aehorus Calamus.
୨. ଶଟୀ; ପାଳୁଅ —୨. A sort of Indian arrowroot.
୩. ଏକ ପ୍ରକାର ଗନ୍ଧଶୁଣ୍ଠି — ୩. A sort of sweet scented root.
୪. ମହାକରଞ୍ଜ; ବଡ କରଞ୍ଜ ଗଛ —୪. A tree; Pongamia Indica.
୫. କରଞ୍ଜୀ; ଗିଲ ବା ବରିପୋଲ (କଣ୍ଟକୀ ଗୁଳ୍ମ) —୫. A throny plant; Cisalpina Bonducella.