ଷଡ଼ଶ୍ୱ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଣ—(ବହୁବ୍ରୀହି) ସମ୍ପାଦନା

ଯହିଁରେ ଛଅଟି ଘୋଡା ଲାଗିଥାଆନ୍ତି To which six horses have been yoked.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଛଅଘୋଡା ଲାଗିଥିବା ଗାଡି (ବିଶ୍ୱକୋଷ) —A carriage drawn by six horses.