ଷଡଯନ୍ତ୍ର

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଚକ୍ରାନ୍ତ — Conspiracy.

[ଦ୍ରଷ୍ଟବ୍ୟ —ତନ୍ତ୍ରୋକ୍ତ ମାରଣ, ବଶୀକରଣ ପ୍ରଭୃତିତ ୬ ଗୋଟି କର୍ମ ସାଧନରୁ ସମ୍ଭବତଃ ଏହି ଷଡ୍ଯନ୍ତ୍ର ଶବ୍ଦର ଉତ୍ପତ୍ତି ହୋଇଅଛି]