ଷଡଦଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ; ସଂସ୍କୃତ - ଷଡଧିକଦଷନ୍; ଷଟ୍ +ଦଶନ୍) ସମ୍ପାଦନା

ଷୋଳ; ଷୋଡଶ —Sixteen.

ଅନୁବାଦ ସମ୍ପାଦନା

[ଉ—କଳା ବହଇ ଷଡଦଶ ଅନାଦି ପରମ ପୁରୁଷ—ଜଗନ୍ନାଥ. ଭାଗବତ]