ଷଡଙ୍ଗୁଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଷଟ୍+ଅଙ୍ଗୁଳ) ସମ୍ପାଦନା

ଛଅ ଆଙ୍ଗୁଳି ପରିମାଣ — Measure of six fingers.

ସଂସ୍କୃତ - ବିଶେଷଣ - ସମ୍ପାଦନା

୧. ଛଅ ଆଙ୍ଗୁଳି ପରିମିତ —୧. Measuring six digits (୩ inches).
୨. ଛଅ ଆଙ୍ଗୁଠିଆ ବ୍ୟକ୍ତି; ଯେଉଁ ବ୍ୟକ୍ତିର ହାତରେ ବା ଗୋଡରେ ସାଧାରଣ ପାଞ୍ଚ ଆଙ୍ଗୁଳିରୁ ଅଧିକା ଗୋଟିଏ ଆଙ୍ଗୁଠି ଥାଏ —୨. (a person) Having ୬ instead of ୫ fingers in each or any of his hands or legs.