ଷଠି ଦିଉଛେଈ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଷଠି ଦେଈ, ଷଠି ଦୁଛେଈଁ, ଷଠି ଦୋଛେ(ଶେ)ଇଁ, ଷଠି ଦିଉଛୀଅନ୍ୟରୂପ

ଦେଶଜ - ବିଶେଷ୍ୟ -(ସଂ ଷଷ୍ଠୀ ଓ ଦେବୀ)

ସମ୍ପାଦନା

ଷଷ୍ଠୀ (୨) (ଦେଖ) - —Ṡhashṭhī (୨) (See).

[ଉ—ଷଠଦିଉଛୀ ତୁହି ହେବୁ, ଅନେକ ପୂଜା ତୁ ପାଇବୁ ଯଶୋବନ୍ତ—ପ୍ରେମଭକ୍ତି ଗୀତା]