- ରୋ.ଟ୍ରା. — Shaṭhi chauṭhi maṅgaḻabāra
- ଆଇ.ପି.ଏ. — ʃˈʌʈʰi tʃˈʌuʈʰˌi mˈʌŋɡʌl̩ˌʌbaɾˌɔ
ସ୍ତ୍ରୀମାନଙ୍କ ଅନୁଷ୍ଠିତ ଭିନ୍ନ ଭିନ୍ନ ଛୋଟଛୋଟ ଉତ୍ସବ (ଯଥା—ଶିଶୁର ଷଠୀ, ବିବାହର ଚଉଠି ଓ ଚଇତ ମାସ ମଙ୍ଗଳବାର) —Various petty ceremonies and festivals observed by women.
[ଉ—ତା'ଘରେ ଷଠୀ ଚଉଠୀ ମଙ୍ଗଳବାର ନାହିଁ—ଅର୍ଥାତ୍, ତା ଘରେ ଛୋଟ ଉତ୍ସବସବୁ ହୁଏ ନାହିଁ]