ଷଠି ଚଉଠୀ ମଙ୍ଗଳବାର

ଷଠି ଚଉଠୀ ମଙ୍ଗଳବାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସହଚର) ସମ୍ପାଦନା

ସ୍ତ୍ରୀମାନଙ୍କ ଅନୁଷ୍ଠିତ ଭିନ୍ନ ଭିନ୍ନ ଛୋଟଛୋଟ ଉତ୍ସବ (ଯଥା—ଶିଶୁର ଷଠୀ, ବିବାହର ଚଉଠି ଓ ଚଇତ ମାସ ମଙ୍ଗଳବାର) —Various petty ceremonies and festivals observed by women.

[ଉ—ତା'ଘରେ ଷଠୀ ଚଉଠୀ ମଙ୍ଗଳବାର ନାହିଁ—ଅର୍ଥାତ୍, ତା ଘରେ ଛୋଟ ଉତ୍ସବସବୁ ହୁଏ ନାହିଁ]