ଷଠି କୁକୁଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଷଠି କୋକଟ(ଟୀ)—ଅନ୍ୟରୂପ]

ଦେଶଜ - ବିଶେଷ୍ୟ -(ସହଚର, ସଂସ୍କୃତ - ଷଷ୍ଠୀ ଓ କୁକ୍କୁଟୀ) ସମ୍ପାଦନା

ଷଷ୍ଠୀ ପୂଜା ଓ କୁକ୍କୁଟୀ ବ୍ରତ; ଭାଦ୍ର ଶୁକ୍ଳ ଷଷ୍ଠୀ ଓ ସପ୍ତମୀ ଦିନ ଅନୁଷ୍ଠିତ ବ୍ରତ ଦ୍ୱୟ —The Shaṭhī & Kukkuṭī vows of the Hindus.