ଷଠି କୁକଟ
[ଷଠି କୋକଟ(ଟୀ)—ଅନ୍ୟରୂପ]
ଷଷ୍ଠୀ ପୂଜା ଓ କୁକ୍କୁଟୀ ବ୍ରତ; ଭାଦ୍ର ଶୁକ୍ଳ ଷଷ୍ଠୀ ଓ ସପ୍ତମୀ ଦିନ ଅନୁଷ୍ଠିତ ବ୍ରତ ଦ୍ୱୟ —The Shaṭhī & Kukkuṭī vows of the Hindus.