ଷଟ୍ପାଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଷଟ୍ପାଦା(ଦୀ)—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଝିଣ୍ଟିକା (ଶବ୍ଦକୋଷ) — ୧, Grasshopper; locust; mantis,

[ଦ୍ରଷ୍ଟବ୍ୟ —ଏହି କୀଟ ଈଷତ୍ ପାଣ୍ଡୁବର୍ଣ୍ଣଯୁକ୍ତ କପିଳ ବା ହରିବର୍ଣ୍ଣ, ଛଅଟି ପଦ ସମ୍ପନ୍ନ, ଏହାର ମସ୍ତକ କ୍ଷୁଦ୍ର ଓ ବକ୍ର ସୂକ୍ଷ୍ମ—ବିଶ୍ୱକୋଷ]