ଷଟ୍ପଦୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଷଟ୍ପଦ+ଈ) ସମ୍ପାଦନା

୧. ଭ୍ରମରୀ — ୧. A female bee.
୨. ଛଅ ଚରଣବିଶିଷ୍ଟ ଶ୍ଳୋକ; ଛଅ ପୋଇ —୨. Hexametre; a stanza consisting of six lines.
୩. ଉକୁଣି —୩. Louse (Apte).
୪. ଝିଣ୍ଟିକା (ବିଶ୍ୱକୋଷ) — ୪. Grasshopper.