ଷଟ୍କୋଣ
ଷଟ୍କୋଣ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷଣ - (ବହୁବ୍ରୀହି, ଷଟ୍=ଛଅ+କୋଣ ଯାହାର)
ସମ୍ପାଦନାଛଅଟି କୋଣବିଶିଷ୍ଟ; ଷଡ଼ସ୍ର —Hexangular.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ବଜ୍ର —୧. Indra's thunderbolt.
- ୨. ହୀରକ —୨. Diamond.
- ୩. (ଜ୍ୟୋତିଷ) ଲଗ୍ନଠାରୁ ଷଷ୍ଠ ସ୍ଥାନ —୩. (astrology) The ୬th place from the Langa.
[ଦ୍ରଷ୍ଟବ୍ୟ —ଏହା ରିପୁ ସ୍ଥାନ ଅଟେ]
- ୪. ଛଅଟି କୋଣ (ବା ବାହୁ) ବିଶିଷ୍ଟ କ୍ଷେତ୍ର —୪. Hexagon.
- ୫. ତନ୍ତ୍ରୋକ୍ତ ଯନ୍ତ୍ର ବିଶେଷ (ବିଶ୍ୱକୋଷ) —୫. Name of a Tantric figure drawn for worshiping Gaṇeṡa
[ଦ୍ରଷ୍ଟବ୍ୟ —ପ୍ରଥମରେ ଗୋଟିଏ ଉର୍ଦ୍ଧ୍ୱମୁଖ ତ୍ରିକୋଣ ଲେଖି ତଦୁପରି ଗୋଟିଏ ଅଧୋମୁଖ ତ୍ରିକୋଣ ଲେଖିଲେ ଯେଉଁ ଷଟ୍କୋଣ ହେବ, ତହିଁର କେନ୍ଦ୍ରରେ ଇଂ— (ଗଣେଶଙ୍କ ବୀଜ) ଲେଖି ତହିଁର ଚାରିପାଖେ ୬ କୋଣରେ ଓଁ, ଶ୍ରୀଁ, ହ୍ରୀଂ, କ୍ରୀଂ, ଗ୍ଲୌଁ, ଗଁ, ଏହି ୬ଟି ବୀଜ ଲେଖି ଏହି ଯନ୍ତ୍ରଦ୍ୱାରା ଗଣେଶଙ୍କୁ ପୂଜା କରିବାକୁ ହୁଏ ବିଶ୍ୱକୋଷ]