ଷଟ୍କ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ - (ଷଷ୍+ସ୍ୱାର୍ଥେ କ)

ସମ୍ପାଦନା

ଛଅ ପରସ୍ତିଆ; ଛଅଗୁଣିଆ — Sixfold (Apte).

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା
୧. ଛଅ ସଂଖ୍ୟା —୧. The number six.
୨. (ବୈଦ୍ୟକ) ଶୁଣ୍ଠି, ପିପ୍ପଳି, ମରିଚ, ଚଇକାଠ, ଚିତାମୂଳ ଓ ପିପ୍ପଳୀମୂଳର ମିଶ୍ରଣ —୨. A mixture of six bitter herbs.
୩. ଛଅବସ୍ତୁର ସମାହାର —୩. An aggregate of six things.