ଷଟ୍କ
ଷଟ୍କ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷଣ - (ଷଷ୍+ସ୍ୱାର୍ଥେ କ) ସମ୍ପାଦନା
ଛଅ ପରସ୍ତିଆ; ଛଅଗୁଣିଆ — Sixfold (Apte).
ସଂସ୍କୃତ - ବିଶେଷ୍ୟ - ସମ୍ପାଦନା
- ୧. ଛଅ ସଂଖ୍ୟା —୧. The number six.
- ୨. (ବୈଦ୍ୟକ) ଶୁଣ୍ଠି, ପିପ୍ପଳି, ମରିଚ, ଚଇକାଠ, ଚିତାମୂଳ ଓ ପିପ୍ପଳୀମୂଳର ମିଶ୍ରଣ —୨. A mixture of six bitter herbs.
- ୩. ଛଅବସ୍ତୁର ସମାହାର —୩. An aggregate of six things.