ଷଟ୍
ଷଟ୍
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ)—(ସା ଧାତୁ=ନାଶକରିବା +କର୍ତ୍ତୃ. କ୍ୱିପ୍;ସଂସ୍କୃତ - ଷଷ୍ ଶବ୍ଦର ୧ମା ୧ ବଚନ)
ସମ୍ପାଦନାଛଅ —Six.
(ଦ୍ର—ଅନ୍ୟାନ୍ୟ ଭାଷାରେ ଏହାର ସାଦୃଶ୍ୟ ଯଥା—ସଂସ୍କୃତ—ଷଷ୍; ପାରସି—ଶଶ୍, ଗ୍ରୀକ—ହେକ୍ସ୍, ଲାଟିନ—ସେକ୍ସ୍, ଜର୍ମାନି—ସେଖ୍ସ୍, ଇଂରେଜି—ସିକ୍ସ୍)
ଷଟ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍)
ସମ୍ପାଦନାଛଅ —Six.
[ଉ—ମୁନିଏ ପ୍ରଥମ ଅଧ୍ୟାରେ, ସୂତଙ୍କୁ ଷଟ ପ୍ରଶ୍ନ କଲେ ଜଗନ୍ନାଥ— ଭାଗବତ]