ଷଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ)—(ସା ଧାତୁ=ନାଶକରିବା +କର୍ତ୍ତୃ. କ୍ୱିପ୍;ସଂସ୍କୃତ - ଷଷ୍ ଶବ୍ଦର ୧ମା ୧ ବଚନ) ସମ୍ପାଦନା

ଛଅ —Six.

(ଦ୍ର—ଅନ୍ୟାନ୍ୟ ଭାଷାରେ ଏହାର ସାଦୃଶ୍ୟ ଯଥା—ସଂସ୍କୃତ—ଷଷ୍; ପାରସି—ଶଶ୍, ଗ୍ରୀକ—ହେକ୍ସ୍, ଲାଟିନ—ସେକ୍ସ୍, ଜର୍ମାନି—ସେଖ୍ସ୍, ଇଂରେଜି—ସିକ୍ସ୍)



ଷଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍) ସମ୍ପାଦନା

ଛଅ —Six.

[ଉ—ମୁନିଏ ପ୍ରଥମ ଅଧ୍ୟାରେ, ସୂତଙ୍କୁ ଷଟ ପ୍ରଶ୍ନ କଲେ ଜଗନ୍ନାଥ— ଭାଗବତ]