ଷଟକର୍ଣ୍ଣଭେଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

କୌଣସି ଗୁପ୍ତ ବିଷୟର ଶ୍ରୋତା ଓ ବକ୍ତାଙ୍କ ଛଡା ଅନ୍ୟ ତୃତୀୟ ବ୍ୟକ୍ତିଙ୍କ କର୍ଣ୍ଣ ଗୋଚର ହେବା ଅବସ୍ଥା —The state of a secret reaching six ears, i.e. the ears of ୩ persons; a secret matter being divulged to a ୩rd person other than the speaker and the person spoken to.

[ଦ୍ରଷ୍ଟବ୍ୟ —ଗୁପ୍ତମନ୍ତ୍ରର ଷଟ୍କର୍ଣ୍ଣ ଭେଦ ହେଲେ ତାହା ନିଷ୍ଫଳ ହୁଏ]