ଶ(ଣ୍ଢ)ପଣ
ଶ(ଣ୍ଢ)ପଣ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
(ଶଣ୍ଡ[ଣ୍ଢ] ପଣିଆ[ଆ]—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. (ଲକ୍ଷଣାର୍ଥ) ଉଚ୍ଛଙ୍ଖଳତା —୧. (figurative) Lawlessness; the state of acting without restraint.
- ୨. ଶାରୀରିକ ବଳପ୍ରକାଶ —୨. Show of physical force.
- ୩. ବୀରତ୍ୱ —୩. Heroism.
- ୪. ପ୍ରୌଢ଼ୀ; ବାହାଦୁରୀ —୪. Bragging of one's power or might.
- ୫. ନଷ୍ଟ ଚରିତ୍ରତା; ଲାମ୍ପଟ୍ୟ; ବହୁ ସ୍ତ୍ରୀଙ୍କ ଦଳ ମଧ୍ୟରେ ନାଗରତ୍ୱ —୫. Licentiousness; the state of playing the gallant to a number of woman.
- ୬. ପୁରୁଷତ୍ୱ; ଅଣ୍ଡିରାପଣିଆ —୬. Virility; poteney; manhood.