ଶ୍ରୋଣିସୂତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. କଟିସୂତ୍ର; ଅଣ୍ଟାସୂତା —୧. Waist- chain.
୨. ମେଖଳା —୨. A girdle
୩. ଖଡ଼ଗ ବନ୍ଧନସୂତ୍ର —୩, A string to hang down the sword from the waist.