ଶ୍ରେୟସୀ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଶ୍ରେୟସ୍+ସ୍ତ୍ରୀ. ଈ)

ସମ୍ପାଦନା

ମଙ୍ଗଳକରୀ; ଶୁଭଙ୍କରୀ; ହିତକରୀ —Beneficial.

ବିଶେଷ୍ୟ -

ସମ୍ପାଦନା
୧. ହରିତକୀ; ହରିଡ଼ା —୧. Myrobalan.
୨. ଗଜପିପ୍ପଳୀ — ୨. Pathos Officialis.
୩. ରାସ୍ନା — ୩. Vanda Roxburghi.