ଶ୍ରେଷ୍ଠା
ଶ୍ରେଷ୍ଠା
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
ସମ୍ପାଦନା- ୧. ସ୍ଥଳପଦ; ସ୍ଥଳକମଳ —୧. Ionidinam Suffrutico sum (a flower-tree).
- ୨. ମେଦା —୨. A medicinal root.
- ୩. ଉତ୍ତମା ନାରୀ — ୩. An excellent woman.
- ୪. ତ୍ରିଫଳା (ବିଶ୍ୱକୋଷ) —୪. The ୩ myrobalans.
ସଂସ୍କୃତ - ବିଶେଷଣ - ସ୍ତ୍ରୀ
ସମ୍ପାଦନାଶ୍ରେଷ୍ଠର ସ୍ତ୍ରୀଲିଙ୍ଗ —Feminine of Sdot;reshṭha