ଶ୍ରେଣୀ କୃତ

ଉଚ୍ଚାରଣ

ସମ୍ପାଦନା

[ଶ୍ରେଣି(ଣୀ)ଭୂତ—ଅନ୍ୟରୂପ]

ସଂସ୍କୃତ - ବିଶେଷଣ -

ସମ୍ପାଦନା
୧. ଶ୍ରେଣୀରୂପେ ସଂହତ; ପଂକ୍ତି ବନ୍ଧା ହୋଇଥିବା; ଧାଡ଼ି ଧାଡ଼ି —୧. Formed or arranged in rows.
୨. ବିଭିନ୍ନ ଶ୍ରେଣୀ ଅନୁସାରେ ସଜ୍ଜିତ —୨. Classified.