ଶ୍ରେଣିକ
ଶ୍ରେଣିକ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
ସମ୍ପାଦନା- ୧. (ନାମ)—ମଗଧଦେଶୀୟ ନୃପବିଶେଷ — ୨. Name of a king of Behar.
[ଦ୍ରଷ୍ଟବ୍ୟ —ଏ ବୁଦ୍ଧଙ୍କ ସମସାମୟିକ ଥିଲେ ଏ ବିମ୍ୱିସାର ନାମରେ ପ୍ରସିଦ୍ଧ—ବିଶ୍ୱକୋଷ]
- ୨. ଶ୍ରେଣି (ଦେଖ) - — ୨. Ṡreṇi (See)
- ୩. ଛନ୍ଦୋଭେଦ —୩. Name of a Sanscrit metre.
(ଦ୍ର—ଏଥିରେ ୧୩୫୭୯ ଓ ୧୧: ବର୍ଣ୍ଣ ଲଘୁ ଓ ୨୪୬୮୧ ବର୍ଣ୍ଣ ଗୁରୁ—ବିଶ୍ୱକୋଷ)