ଶ୍ରେଣିକ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

ସମ୍ପାଦନା
୧. (ନାମ)—ମଗଧଦେଶୀୟ ନୃପବିଶେଷ — ୨. Name of a king of Behar.

[ଦ୍ରଷ୍ଟବ୍ୟ —ଏ ବୁଦ୍ଧଙ୍କ ସମସାମୟିକ ଥିଲେ ଏ ବିମ୍ୱିସାର ନାମରେ ପ୍ରସିଦ୍ଧ—ବିଶ୍ୱକୋଷ]

୨. ଶ୍ରେଣି (ଦେଖ) - — ୨. Ṡreṇi (See)
୩. ଛନ୍ଦୋଭେଦ —୩. Name of a Sanscrit metre.

(ଦ୍ର—ଏଥିରେ ୧୩୫୭୯ ଓ ୧୧: ବର୍ଣ୍ଣ ଲଘୁ ଓ ୨୪୬୮୧ ବର୍ଣ୍ଣ ଗୁରୁ—ବିଶ୍ୱକୋଷ)