ଶ୍ରୂତିଧର

ଉଚ୍ଚାରଣ

ସମ୍ପାଦନା
(ଶ୍ରୂତିଧରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶ୍ରୂତି=ଶ୍ରବଣ+ଧୃ ଧାତୁ+କର୍ତ୍ତୃ. ଅ; ଶ୍ରବଣ ମାତ୍ରକେ କୌଣସି କଥାକୁ ଯେ ସ୍ମୃତିରେ ବା ହୃଦୟରେ ଧାରଣ କରିପାରେ)

ସମ୍ପାଦନା

ଅତି ମେଧାବୀ; ଯେ କୌଣସି କଥାକୁ ଶୁଣିଲାମାତ୍ରେ ସ୍ମରଣ ରଖି ପାରେ —Having a very sharp or acute memory.

ବିଶେଷ୍ୟ - ପୁଲିଙ୍ଗ -

ସମ୍ପାଦନା

ଯେଉଁ ବ୍ୟକ୍ତି କୌଣସି କଥାକୁ ଶୁଣିଲାମାତ୍ରେ ମନେରଖି ତାହା ଆବୃତ୍ତି କରିପାରେ — One who retains whatever he hears and repoduces the same afterwards exactly.