ଶ୍ରୁତି କଟୁ
କଠୋର ଶବ୍ଦବିଶିଷ୍ଟ; ଦୁଃଶ୍ରବ; ଶୁଣିବାକୁ ଅପ୍ରିୟ ବା କର୍କଶ; ଦୁଃଶ୍ରାବ୍ୟ —Unpalatable to the ear; jarring to the ear; harse to hear; cacophonous.