ଶ୍ରୁତିକଟ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଶ୍ରୁତି=କର୍ଣ୍ଣ, ବେଦ+କଟ୍ ଧାତୁ=ଗତି କରିବା +କରଣ. ଅ)

ସମ୍ପାଦନା
୧. ପ୍ରାୟଶ୍ଚିତ୍ତ; ପାପ ଶୋଧନ — ୧. Atonement, expiation.
୨. (+କର୍ତ୍ତୃ. ଅ) ସପ —୨. Serpent.