- ରୋ.ଟ୍ରା. — Ṡrutāniwita
- ଆଇ.ପି.ଏ. — tˌaleboʃʃˈɔ hˈʌlˈʌntɔ ɾˈɔ hɾˈɔʃʃoˌukaɾ tˈɔ ˈakaɾ nˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ tˈɔ
(ଶ୍ରୁତାନ୍ୱିତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(୩ୟା ତତ୍; ଶ୍ରୁତ=ବେଦ, ଶାସ୍ତ୍ରଦ୍ୱାରା ଅନ୍ୱିତ=ଯୁକ୍ତ)
ସମ୍ପାଦନା
- ୧. ବେଦଜ୍ଞ —୧. Versed in the Bedas.
- ୨. ଶାସ୍ତ୍ରଜ୍ଞ —୨. Versed in religious lore.
- ୩. ପଣ୍ଡିତ; ବିଦ୍ୱାନ୍ — ୩. Learned.