ଶ୍ରୁତକର୍ମା

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ନାମ) (ବହୁବ୍ରୀହି; ଶ୍ରୁତ ହୋଇଅଛି କର୍ମନ ଯାହାର, ଶ୍ରୁତକର୍ମନ୍, ୧ମା. ୧ବ)

ସମ୍ପାଦନା
୧. ସହଦେବଙ୍କ ପୁତ୍ର (ବିଶ୍ୱକୋଷ) —୧. Son of Sahadeba.
୨. ଅର୍ଜ୍ଜୁନଙ୍କ ପୁତ୍ର (ବିଶ୍ୱକୋଷ) — ୨. Son of Arjjuna;
୩. ବିଷ୍ଣୁପୁରାଣୋକ୍ତ ସୋମାପିଙ୍କ ପୁତ୍ର (ବିଶ୍ୱକୋଷ) — ୩. Son of Somāpi.