ଶ୍ରୀ ସୈନ୍ୟଭୀତ

ଉଚ୍ଚାରଣ

ସମ୍ପାଦନା
  • (file)

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଜନୈକ ରାଜା —The name of a king.

[ଦ୍ରଷ୍ଟବ୍ୟ —ସୈନ୍ୟ— ଭୀତନାମଧେୟ ଦୁଇ ତିନିଜଣ ରାଜା ଶୈଳୋଦ୍ଭବ ରାଜ— ବଂଶରେ ରାଜତ୍ୱ କରିଥିଲେ କିନ୍ତୁ ଜଣେ ସୈନ୍ୟ ଭୀତ ବା ମାଧବ ବର୍ମନ୍ ବିଶେଷ ପରାକ୍ରମଶାଳୀ ଥିଲେ— କେଦାରନାଥ ମହାପାତ୍ର]