ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଶ୍ରୀ ଭ୍ରାତା
ଭାଷା
ଦେଖିବେ
ସମ୍ପାଦନା
ଶ୍ରୀ ଭ୍ରାତା
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Ṡrī bhrātā
ଆଇ.ପି.ଏ.
— ʃɾˈi bʰɾˈata
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ୍; ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଙ୍କ ସଙ୍ଗେ ଉଠିଥିବାରୁ)
ସମ୍ପାଦନା
୧. ଚନ୍ଦ୍ର —୧. The moon.
୨. ଐରାବତ ହସ୍ତୀ —୨. Indra's elephant.
୩. ଅଶ୍ୱ (ବିଶ୍ୱକୋଷ) —୩. Horse.